ଅଧିକ ପଢ଼ନ୍ତୁ: ବଜ୍ରଘାତରେ ୨ ମୃତ ୩ ଗୁରୁତର
ଏହାସହ ଆହତମାନଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଛି। ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ ହେଉଥିବା ଦେଖିବାକୁ ମିଳିଛି। ଯେଉଁଥି ପାଇଁ ଜୀବନ ମଧ୍ୟ ଯାଇଛି।
ଆହୁରି ପଢ଼ନ୍ତୁ: ଦୁଇ ଜଣ ମୃତ, ତିନି ଗୁରୁତର
ଅର୍ଗସ ବ୍ୟୁରୋ: ବଜ୍ରାଘାତରେ ଜଣେ ମୃତ, ପାଞ୍ଚ ଗୁରୁତର ହୋଇଥିବା ଜଣାପଡିଛି । ଗୁଣୁପୁର ଥାନା କୁଲୁସିଂ ପଞ୍ଚାୟତର ଆବାସିଂ ଗାଁରେ ବଜ୍ରପାତ ହୋଇଛି । ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି । ବଜ୍ରାଘାତ ପାଇଁ ଘର ପାଖରେ ଥିବା ପାଳଗଦା ସମ୍ପୂର୍ଣ ଜଳିଯାଇଥିଲା। ଖବରପାଇ ଅଗ୍ନିଶମ ଗାଡି ପହଂଚି ନିଆକୁ ଆୟତ୍ତ କରିଥିଲା ।