କିଛି ମାସ ତଳେ ସାଲିଆ ସାହି ଉପରେ ଚଢ଼ାଉ କରି ଏଭଳି ମଦ ଯବତ କରିବା ସହ ମଦ ତିଆରି କରୁଥିବା ଲୋକଙ୍କ ଘର ଭାଙ୍ଗିଥିଲା ପୋଲିସ। ହେଲେ ଲୋକ ଙ୍କୁ ସୁହାଉଥିବା ଏ ସହଜ ଓ ସୁବିଧା କାରବାର ଏମାନଙ୍କୁ ସୁଧାରି ପାରି ନଥିଲା। ଏବେ ବେଆଇନ ଭାବେ ମଦ ତିଆରି କରୁଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଘର ଭାଙ୍ଗିବାକୁ ବିଏମସିକୁ ଦିଆଯି ବୋଲି କହିଛନ୍ତି ଡିସିପି ।
ଗଞ୍ଜେଇ ବ୍ରାଉନସୁଗାର ଓ ଦେଶୀ ମଦ ଭଳି ନିଶା କାରବାର ରାଜଧାନୀର ଅଧିକାଶ ବସ୍ତି ରେ ଚାଲିଥିବା ବେଳେ ଏଗୁଡିକୁ ବନ୍ଦ କରିବା ଉପରେ ଫୋକସ କରୁଛି ପୋଲିସ। ତେବେ ପୋଲିସ ର ନିଶା ମାଫିଆଙ୍କ ଘର ଭଙ୍ଗା ଫଣ୍ଡା କେତେ ପରିମାଣ ରେ ନିଶା କାରବାର ରୋକି ପାରୁଛି ତାହା ଉପରେ ନଜର।
ଅପରାଧ ଖବର ଆହୁରି ପଢ଼ନ୍ତୁ ।