ଦିଲ୍ଲୀପ ବଜ୍ରକାପ୍ତାକୁ ବିକ୍ରି ପାଇଁ 15 ଲକ୍ଷ ଟଙ୍କାରେ ଡିଲ୍ କରୁଥିବା ବେଳେ ବରଗଡ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ଟିମ୍ ତାଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ଅଧିକ ତଦନ୍ତ ଚାଲିଥିବା ପ୍ରେସମିଟ୍ ମାଧ୍ୟମରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ବଜ୍ରକାପ୍ତା ବିକ୍ରି ପାଇଁ ଡିଲ୍ ଚାଲିଥିଲା, ଚଢାଉ କଲା ପୋଲିସ

ଦେବଗଡ: ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳ ଠିଆନାଳ ଜଙ୍ଗଲରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଚଢଉ କରି ବଜ୍ରକାପ୍ତାକୁ ଉଦ୍ଧାର କରିବା ସହିତ ଜଣଙ୍କୁ ଗିରଫ କଲା ବରଗଡ ପୋଲିସର ସ୍ପେଶାଲ ସ୍କ୍ବାର୍ଡ । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡସୋଲ ଗ୍ରାମର ଦିଲ୍ଲୀପ ନାୟକ ।
ରାଜ୍ୟରେ ୧୩ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ

ଅର୍ଗସ ବ୍ୟୁରୋ: ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷିବ । 13 ଓ 14 ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । 15 ତାରିଖ ବେଳକୁ ସାମାନ୍ୟ ବର୍ଷା କମିପାରେ l ସକ୍ରିୟ ମୌସୁମୀ ତଥା ଗାଙ୍ଗୀୟ-ପଶ୍ଚିମବଙ୍ଗ ଉପତ୍ୟକାରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ୨୪ ଘଣ୍ଟାରେ ଯାଜପୁରରେ ସର୍ବାଧିକ ତଥା ଅତିପ୍ରବଳ ବର୍ଷା ରେକର୍ଡ ହୋଇଛି । ୧୫୦ ମିମି ବର୍ଷା ରେକର୍ଡ ହୋଇଛ
Download Argus News App
