ବେତଡ଼ା ଠାରେ ଥିବା ସର୍ବ ପୁରାତନ ସାର୍ବଜନୀନ ଲକ୍ଷ୍ମୀ ପୂଜା ମଣ୍ଡପରେ ଏକ ପଥରରେ ତିଆରି ଲକ୍ଷ୍ମୀ ମୂର୍ତି ସ୍ଥାପନ କରାଯାଇଛି । ଯାହାକୁ ପଂଚାୟତର କିଛି ଲୋକ ଵିରୋଧ କରିଆସୁଛନ୍ତି । ଦୀର୍ଘ ବର୍ଷ ଧରି ଏହି ମଣ୍ଡପରେ ମାଆଙ୍କର ମୃଣ୍ମୟୀ ମୂର୍ତି ପୂଜା ପାଉଥିଲା । ହେଲେ ଚଳିତ ବର୍ଷପଥର ମୂର୍ତି ସ୍ଥାପନ କୁ ବିରୋଧ କରି କିଛି ଲୋକ ଆଜି ଅନଶନ ରେ ବସିଥିଲେ । ତୁରନ୍ତ ପଥର ମୂର୍ତି ବଦଳରେ ମାଆଙ୍କର ମୃଣ୍ମୟୀ ମୃତ୍ତି ପୂଜା ପାଇଁ ପ୍ରଶାସନ ଘୋଷଣା କରିବାକୁ ଦାବି କରିଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।