ସୂଚନା ଅନୁଯାୟୀ ଟି ରାମବାବୁଙ୍କ ମାଙ୍କ ଚିକିତ୍ସା ନିମନ୍ତେ ୪ଦିନ ପୂର୍ବ ବିଶାଖାପାଟଣାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଘରେ କଳା କନା ବୁଲାଇଥିଲେ ଡକାଇତ ଦଳ । ଘଟଣାର ଖବର ପାଇ ପୋଲିସ ଡଗ ସ୍କ୍ଵାର୍ଡ ଓ ଫରେନେଶି ଟିମ ସହିତ ଘଟଣା ସ୍ଥଳରେ ପଂହଁଚି ତଦନ୍ତ କରିଛନ୍ତି ।
ଅପରାଧ ଖବର ଆହୁରି ପଢନ୍ତୁ
ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା

ଅର୍ଗସ ବ୍ୟୁରୋ : ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଲୁଟେରା । ଗତକାଲି ରାତିରେ ରାୟଗଡ଼ା ସହର ଗାୟତ୍ରୀ ନଗର ୨ୟା ଧାଡିରେ ରହୁଥିବା ଟି ରାମବାବୁଙ୍କ ଘରୁ ହୋଇଛି ଲୁଟ୍ । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଘରେ ପଶି ଦୁଇଟି ଗଡ଼ରେଜ ଭାଙ୍ଗି ୫ ଭୋରି ସୁନା ସହିତ ଦେଢ଼ କେଜି ରୁପା ଓ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ ।
Download Argus News App
