ଅଧିକ ପଢନ୍ତୁ : ବାଇକ ଡିକି ଭାଙ୍ଗି ଲୁଟିନେଲେ ଲକ୍ଷେ ଟଙ୍କା
ବାଇକ ଟି ଦୋକାନ ସମ୍ମୁଖରେ ରଖି ଦୋକାନ ତାଲା ଖୋଲିବାକୁ ଯାଇଥିଲେ।ଦୋକାନ ତାଲା ଭିତରେ ପୂର୍ବରୁ କେହି ଅଠା ଭର୍ତ୍ତି କରିଦେଈଥିଲେ।ଅଠା ଭର୍ତ୍ତି ହୋଇଥିବାରୁ ଦୋକାନୀ ତାଲା ଖୋଲିବାରେ ସମୟ ଦେଇଥିଲେ।ଏହି ସୁଯୋଗରେ ଦୁର୍ବୁତ୍ତ ମାନେ ଦୋକାନ ସମ୍ମୁଖରେ ଥିବା ତାଙ୍କ ବାଇକ ଡିକି ତାଡି ଅଳଙ୍କାର ବ୍ୟାଗ କୁ ଲୁଟି ନେଇ ପଳାଇ ଯାଇଥିଲେ। ପରେ ଜୁଏଲର ଦୋକାନ ମାଲିକ ଦୁର୍ବୁତ୍ତ ମାନେ ବାଇକ ଡିକି ରୁ ଅଳଙ୍କାର ବ୍ୟାଗ କୁ ଲୁଟି ନେଇଥିବା ଜାଣି ଠାକୁରମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ପାଇ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରୁଥିବାର ଜଣାଯାଇଛି।