ଏହି ସମସ୍ତ ଦୃଶ୍ୟ ସିସିଟିଭରେ କଏଦ ହୋଇଛି।ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।ତେବେ କିଏ ଏହି ଲୁଟେରାମାନେ ଏବଂ ଏଥିରେ ଆଉ କାହା କାହାର ସମ୍ପର୍କ ରହିଛି ପୋଲିସ ତାର ତଦନ୍ତ ଜାରି ରଖିଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ବନ୍ଧୁକ ଦେଖାଇ ଲୁଟିନେଲେ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅର୍ଗସ ବ୍ୟୁରୋ: ବନ୍ଧୁକ ଦେଖାଇ ଲୁଟି ନେଲେ ଟଙ୍କା। ବନ୍ଧୁକ ଏବଂ ଭୁଜାଲି ଦେଖାଇ ଲୁଟିନେଲେ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଡୁଙ୍ଗୁରା ବଜାର ନିକଟରେ ୪ଜଣ ଦୁବୁର୍ତ୍ତ ବନ୍ଧୁକ ଏବଂ ଭୁଜାଲି ଦେଖାଇ ଜଣେ ଯୁବକଙ୍କ ଠାରୁ ଲୁଟିନେଇଛନ୍ତି ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ଆଜି ଡୁଙ୍ଗୁରା ଗାଁର ରାକେଶ କୁମାର ସାମଲ ନାମକ ଯୁବକ ବାଇକ ଯୋଗେ ଯାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
