ପ୍ରଶାନ୍ତଙ୍କ ମୁଣ୍ଡରେ ଆଘାତ ଦେବା ସହ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ । ପରେ ପାଖାପାଖି 50 ଲକ୍ଷ ଟଙ୍କାର ସୁନା ଓ ଟଙ୍କା ଲୁଟି ଚାଲି ଯାଇଥିଲେ । ଘଟଣା ନେଇ ପ୍ରଶାନ୍ତ ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୋଲିସ, ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ ଭିନ୍ କରିବା ସହ ତଦନ୍ତ ଜାରି ରଖିଛି ।
ମୁଣ୍ଡକୁ ପାହାରେ ପକେଇଲେ, ସୁନା ଗହଣା ନେଇ ଚାଲିଗଲେ

କନ୍ଧମାଳ: ବନ୍ଧୁକ ମୁନରେ 50 ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ପଟାବାଲି ସାହିରେ । ପ୍ରଶାନ୍ତ ପାଣିଗ୍ରାହୀ ନାମକ ଜଣେ ବ୍ୟବସାୟୀଙ୍କ ଘରୁ କଳା କନା ବୁଲାଇଛନ୍ତି ଦୁର୍ବୃତ୍ତ । ଘରେ ପ୍ରଶାନ୍ତ ଏକୁଟିଆ ଥିଲାବେଳେ ତିନି ଜଣ ଦୁର୍ବୃତ୍ତ ଘରକୁ ପଶି ଆସି ଥିଲେ ।
ବିଶ୍ୱନିୟନ୍ତାଙ୍କ ଅପେକ୍ଷାରେ ଭକ୍ତ

ଅର୍ଗସ ବ୍ୟୁରୋ: ରଥ ପ୍ରସ୍ତୁତ । ବଡ଼ଦାଣ୍ଡ ପ୍ରସ୍ତୁତ । ଅପେକ୍ଷା ଆସନ୍ତାକାଲିକୁ । ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ତିନିରଥ ଅପେକ୍ଷା କରିଛି ପ୍ରଭୁଙ୍କ ଆଗମନକୁ । ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇସାରିଛି । ଆଜି ସକାଳଧୂପ ପରେ ରଥଖଳାରୁ ଆଜ୍ଞାମାଳ ଆସିବା ପରେ ସିଂହଦ୍ଵାର ନିକଟରେ ତିନିରଥ ଦଣ୍ଡାୟମାନ ହୋଇଛନ୍ତ
Download Argus News App
