ଏ ନେଇ ଫତେଗଡ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲେ। ତେବେ ପୋଲିସ ଅନ୍ତରାଜ୍ୟ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି।
ପୋଲିସକୁ ସଫଳତା, ଧରିଲା ଲୁଟେରାଙ୍କୁ

ଅର୍ଗସ ବ୍ୟୁରୋ: ନୟାଗଡ ଫତେଗଡ ପୋଲିସକୁ ସଫଳତା। ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ଫତେଗଡ ପୋଲିସ। ସେମାନଙ୍କଠାରୁ 103 ଗ୍ରାମ ସୁନା ଓ 520 ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି।ଗତ ସେପ୍ଟେମ୍ବର 27ତାରିଖରେ ଭାପୁର ବ୍ଲକ ବଡ଼ସହରା ପଂଚାୟତ ଜାମୁସାହି ଗ୍ରାମର ସଞ୍ଜୟ ସାହୁଙ୍କ ଘରୁ 5ଲକ୍ଷରୁ ଉର୍ଦ୍ଧ ଟଙ୍କାର ଅଳଙ୍କାର ସହ ନଗଦ 2 ଲକ୍ଷଟଙ୍କା ଚୋରି ହୋଇଥିବା ଫତେଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା ।
Download Argus News App
