ବିଜେଡି ନେତା ବିଭୁତି ବଳବନ୍ତରାୟଙ୍କ ଅତି ଘନିଷ୍ଠ ପୁତୁଲ । ଆହତ ଯୁବକଙ୍କ ନାମ ରିଫନ ବଳିୟାରସିଂ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଆଉ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଏକ ତରଫା ପ୍ରେମକୁ ନେଇ ତୁମୁଳକାଣ୍ଡ । ଖଣ୍ଡାରେ ହାଣି ଲହୁ ଲୁହାଣ କଲେ ଯୁବକ । ଭୁବନେଶ୍ବର ଉପକଣ୍ଠ ମଦନପୁରରେ ଘଟିଛି ଘଟଣା । ଆକ୍ରମଣ କରିଥିବା ଯୁବକ ପୁତୁଲ ମାନସିଂହ ।
ବିଜେଡି ନେତା ବିଭୁତି ବଳବନ୍ତରାୟଙ୍କ ଅତି ଘନିଷ୍ଠ ପୁତୁଲ । ଆହତ ଯୁବକଙ୍କ ନାମ ରିଫନ ବଳିୟାରସିଂ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି । ଆଉ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।