ଏକ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଭିଏଚପି, ବଜରଙ୍ଗ ଦଳ ସମେତ ସମସ୍ତ ହିନ୍ଦୁ ସମାଜ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଲଭ ଜିହାଦର ଶିକାର ପୀଡିତା ଗତ ୨୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ପପୁ ଓରଫ୍ ଅଲିମ୍ ବେଗୁନିଆ ବିଜେଡି ବିଧାୟକ ରାଜେନ୍ଦ୍ର ସାହୁଙ୍କ ଖାସ୍। ବିଧାୟକ ପପୁଙ୍କ ସହ ପାରିବାରିକ ସଂପର୍କ ଥିବା କହୁଥିବା ଭିଡିଓ ବି ଭାଇରାଲ୍ ହୋଇଛି । ବିଧାୟକଙ୍କ ଚାପରେ ପୋଲିସ ପପୁ ବିରୋଧରେ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ ଦଫା ଲଲଗାଇନଥିବାର ଅଭିଯୋଗ ହେଉଛି ।
ପୋଲିସ ତୁରନ୍ତ ଗିରଫ ନ କରି ବରଂ ମାମଲାକୁ ରଫାଦଫା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପପୁର ବିଜେଡିର ହେବିୱେଟ ନେତାଙ୍କ ସହ ଫଟୋ ବି ଭାଇରାଲ୍ ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: