ଯେଉଁମାନେ ଏବେ ପୋଲିସ କବଜାରେ। ସାଧାରଣ ଲୋକଙ୍କୁ ବାରମ୍ୱାର ସତର୍କ କରାଯାଉଥିଲେ ବି ଏମାନେ ସତର୍କ ହେଉନାହାନ୍ତି। ଯେଉଁଥି ପାଇଁ ଏଭଳି ପରିସ୍ଥିତି ସାମ୍ନାକୁ ଆସୁଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ସାଇବର ଜାଲରେ ଲଭର ୪୨୦ । ଲୋକଙ୍କୁ ଚୂନ ଳଗାଉଥିଲେ ପ୍ରେମୀଯୁଗଳ। କେତେବେଳେ ଇନଫୋସିସ୍ ମୁଖ୍ୟ ତ କେତେବେଳେ ସରକାରୀ ଅଧିକାରୀ କହି ଲୋକଙ୍କୁ ଠକୁଥିଲେ ଉଭୟେ। ତେବେ ଅଭିଯୋଗ ପରେ ପୋଲିସ ଉଭୟଙ୍କୁ ବାନ୍ଧିଛି। ପ୍ରେମୀ ଯୁଗଳଙ୍କ ସମେତ ଡାଟା ପ୍ରୋଭାଇଡରଙ୍କୁ ମଧ୍ୟ ଗିରଫ କରାଯାଇଛି। ଚାକରୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। ତେବେ ଗିରଫ ୩ଜଣଙ୍କୁ କୋର୍ଟ ଚାଲାଣ କରାଯିବ। ଟଙ୍କା ରୋଜଗାର କରିବାର ନୂଆ ଫର୍ମୁଲା। ଲୋକଙ୍କୁ ମିଛ ସତ କହି ଚାକିରୀ କରାଇଦେବାର ପ୍ରତିଶ୍ରୁତି ଦେଇ ଠକୁଥିଲେ ଏହି ପ୍ରେମୀ ଯୁଗଳ।
ଯେଉଁମାନେ ଏବେ ପୋଲିସ କବଜାରେ। ସାଧାରଣ ଲୋକଙ୍କୁ ବାରମ୍ୱାର ସତର୍କ କରାଯାଉଥିଲେ ବି ଏମାନେ ସତର୍କ ହେଉନାହାନ୍ତି। ଯେଉଁଥି ପାଇଁ ଏଭଳି ପରିସ୍ଥିତି ସାମ୍ନାକୁ ଆସୁଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।