ଦର୍ପନାରାୟଣପୁର ପଟୁ ଏକ ମାଲ୍ ବୋଝେଇ ଟ୍ରକ ଆସୁଥିବାବେଳେ ତାହାର ବିପରିତ ଦିଗରୁ ଏକ ଲୁନା ଚାଳକ ଲୁନାଟିକୁ ନେଇ ଆସୁଥିଲେ । ଏହି ସମୟରେ ଟ୍ରକ ଆଗରେ ଭାରସାମ୍ୟ ହରାଇ ଲୁନା ସହ ଟ୍ରକର ଧକ୍କା ହୋଇଥିଲା ।
ଅଧିକ ପଢନ୍ତୁ: ତୁଳସୀ ଗାଦି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା
ରଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ଅନୁଧ୍ୟାନ କରିବା ସହିତ ଟ୍ରକଟିକୁ ଜବତ କରିଛି । ମୃତ ବ୍ୟକ୍ତି ଜଣକ ରଣପୁର ବ୍ଳକ କଙ୍କିଆ ଗ୍ରାମର ବୋଲି ଜଣାପଡିଛି ।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ