କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଜଗତସିଂହପୁର ଯାଜପୁର ଭଦ୍ରକ ବାଲେଶ୍ୱର କଟକ ଭୁବନେଶ୍ୱର ଆଦି ସ୍ଥାନରୁ ପ୍ରତିଦିନ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ପିକନିକ ପାଇଁ ଆସୁଥିବା ବେଳେ ଗୋଜବାୟାଣୀଙ୍କ ପୀଠର କାର୍ଯ୍ୟକର୍ତ୍ତା ମାନେ ସମ୍ପୂର୍ଣ ସହଯୋଗ କରୁଥିବା ଦେଖାଦେଇଛି । ପୀଠ ନିକଟରେ ଥିବା ଗୋବରୀ ନଦୀ କୂଳରେ ଶ୍ରଦ୍ଧାଳୁ ମାନେ ନିଜ ପରିବାରଙ୍କ ସହ ଭୋଜି କରି ପରିବାର ଙ୍କ ସହ ଭୋଜନ କରିବାର ଚିତ୍ର ବେଶ ମନ ମହୁଛି ।