ଏଥିସହ ମା’ଙ୍କୁ ଆଜି ସୁନାବେଶରେ ସଜ୍ଜିତ କରାଯାଇଛି। ଆଜି ନବବର୍ଷରେ ମାଙ୍କ ସୁନାବେଶ ଦର୍ଶନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାର ସହ ମା’ଙ୍କ ଦର୍ଶନ କରିବେ ସେଥିପାଇଁ ସ୍ବେଚ୍ଛାସେବୀ ଓ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ଓଡିଶା ଖବର ଆହୁରି ପଢନ୍ତୁ