ଅଧିକ ପଢନ୍ତୁ ଓଡ଼ିଶା ଖବର
କାଠ ଗାଡିକୁ ଜବତ କରି ଘଟଗାଁ ବନ କାର୍ଯ୍ୟାଳୟକୁ ଆଣୁଥିବା ସମୟରେ ବାଲିଯୋଡି ନିକଟରେ ୩ ଟି ଗାଡ଼ିରେ କାଠ ମାଫିଆ ମାନେ ଆସି ବନବିଭାଗ କର୍ମଚାରୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଏଥିସହ ବନବିଭାଗର ଏକ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିବା ପରେ ଜବତ ଚୋରାକାଠ ଗାଡି ଟିକୁ ନେଇ ଫେରାର ହୋଇ ଯାଇଥିଲେ ।