ଅନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ ୧୯୫୬ ଧାରା ୪ ଅନୁସାରେ ଟ୍ରିବୁନାଲ ର ଗଠନ ହୋଇଥିଲା। ଟ୍ରିବୁନାଲ ନିଜର ୩ ବର୍ଷର କାର୍ୟ୍ୟକାଳ ଶେଷ ହୋଇଛି। ୨୦୨୧ମାର୍ଚ୍ଚ ୧୧ ସୁଦ୍ଧା ଟ୍ରିବୁନାଲ ଏହାର ରିପୋର୍ଟ ଦାଖଲ କରିବାର ଥିଲା । କିନ୍ତୁ କେତେକ କାରଣ ପାଇଁ ବର୍ତ୍ତମାନ ସୁଦ୍ଧା ଟ୍ରିବୁନାଲ ରିପୋର୍ଟ ଦାଖଲ କରି ନାହାନ୍ତି।