Headlines 12Pm
କଟକ: ମାହାଙ୍ଗା ଡବଲ୍ ମର୍ଡର ଘଟଣା । ଆଜି ମୁଖ୍ୟ ଅଭିଯୁକ୍ତର ଭାଇ ଚୈତନ୍ୟ ସେଠୀ ପୋଲିସ୍ ଦ୍ୱାରା ଗିରଫ ହୋଇଥିବାବେଳେ ରାଜଗାଙ୍ଗପୁର ବସଷ୍ଟାଣ୍ଡରୁ ଉମେଶ ଖଟୁଆ ନାମକ ଅନ୍ୟ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଆଜି ଦିନକରେ 2ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଏବେ ସୁଦ୍ଧା 7ଜଣଙ୍କୁ ଗିରଫ କରାଯାଇଛି ।