ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ, ଯାହା ଆମର ଭୌତିକ ଜୀବନରେ ନୂତନତ୍ଵ ଆଣି ଦେଇଥାଏ । ପୁରାଣରେ ଉଲ୍ଲେଖ ରହିଛି ଯେ, ଯେତେବେଳେ ଦିବାକାର ଅର୍ଥାତ୍ ସୂର୍ଯ୍ୟ ମକରସ୍ଥ ହୋଇଥା’ନ୍ତି, ସେତେବେଳ ପ୍ରତ୍ୟେକ ସମୟ, ପ୍ରତିଦିନ ଓ ପ୍ରତ୍ୟେକ ସ୍ଥାନ ଶୁଭ ହୋଇଥାଏ। ପୌଷ ମାସ ହେତୁ ଅଟକି ଯାଇଥବା ଶୁଭ କାର୍ଯ୍ୟ ମକରସଂକ୍ରାନ୍ତି ଠାରୁ ପୁଣି ଆରମ୍ଭ ହୋଇଯାଏ।
ଧର୍ମ ଓ ସଂସ୍କୃତି ଖବର ଆହୁରି ପଢ଼ନ୍ତୁ ।