ଏହାସହିତ ପିପିପି ମୋଡ଼ରେ ଅନୁଗୁଳ, ବଡ଼ବିଲ, ଝାରସୁଗୁଡା ଓ ଭଦ୍ରକରେ ପିପିପି ମୋଡ଼ରେ ହସ୍ପିଟାଲ କରିବା ପାଇଁ 5 ସହ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବିଭିନ୍ନ କମ୍ପାନୀ । ସେହିପରି ସରକାରଙ୍କ ମୂଳ ଲକ୍ଷ୍ୟ ଏସଏସଜିକୁ ଏସଏମଇରେ ରୂପାନ୍ତରିତ କରିବା । ସେଥିପାଇଁ ମହିଳାମାନଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ଦ୍ରବ୍ୟକୁ ବିଶ୍ବ ବଜାରରେ ପହଞ୍ଚିବା ପାଇଁ ଫ୍ଲିପ କାର୍ଟ, ଓ ଆଇବିଏସ ସହିତ ଏମଓୟୁ ସ୍ବାକ୍ଷରିତ ହୋଇଛି । ଏହାସହ ରୁନେୟା କମ୍ପାନୀ ଓଡ଼ିଶାରେ 175 କୋଟି ଟଙ୍କା ନିନେଶ କରିବ ।
ଅର୍ଥନୀତି ଖବର ଆହୁରି ପଢ଼ନ୍ତୁ ।