ଗ୍ରାମବାସୀଙ୍କୁ ସାମାନ୍ୟ ଟଙ୍କାର ପ୍ରଲୋଭନ ଦେଇ ହଡପ କରୁଛନ୍ତି କୋଟି କୋଟି ଟଙ୍କାର ଧଳାହୀରା। ନିରୀହ ଆଦିବାସୀମାନେ ଏହାର ମୂଲ୍ୟ ବିଷୟରେ ଜାଣିନଥିବା ବେଳେ ସେମାନଙ୍କୁ ଖୁବ ସହଜରେ ଭୂଆଁ ବୁଲାଉଛନ୍ତି ମାଫିଆ। ତେବେ ମୋଟୁ ତହସିଲ ଅଫିସରେ ଖବର ପହଞ୍ଚିବ ପରେ ଅଧିକାରୀମାନେ ଗାଁକୁ ଆସି ସର୍ଭେ କରିବା ସହ ଲୋକଙ୍କୁ ସଚେତନ କରାଇଛନ୍ତି। ଏପରିକି ପଥର ଚାରିପଟେ ନାଲି ପତାକା ଳଗାଇ ସିଲ୍ କରିଛନ୍ତି।
ମାଲକାନଗିରିର ଖଣିଜ ସମ୍ପଦ ଉପରେ ତେଲେଙ୍ଗାନା ମାଫିଆଙ୍କ ନଜର

ମାଲକାନଗିରି: ମାଲକାନଗିରିର ଖଣିଜ ସମ୍ପଦ ଉପରେ ତେଲେଙ୍ଗାନା ମାଫିଆଙ୍କ ନଜର । ମୋଟୁ ତହସିଲ ଅନ୍ତର୍ଗତ କୁନାଲପାଲି ଗାଁରୁ ଦିନ ଦ୍ୱିପ୍ରହରରେ ଖଣିଜ ସମ୍ପଦ ଲୁଟୁଛନ୍ତି ତେଲେଙ୍ଗାନା ମାଫିଆ। ମୋରମ ଖାଦାନ ଭିତରୁ ଲୁଟି ନେଉଛନ୍ତି ବହୁମୂଲ୍ୟ ପଥର।
Download Argus News App
