ସେପଟେ ସାରା ଓଡିଶାରେ ଦେଖିବାକୁ ମିଳିଛ ମମିତା ନିଆଁ। ବିଜେପି ପକ୍ଷରୁ ସରକାରଙ୍କୁ ଘେରାଯାଇଛି। ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ବହିଷ୍କାର ସହିତ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ହେଉଛି।
ମାହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲରେ ଚାଲିଥିବା କେଳେଙ୍କାରୀର ତଦନ୍ତ ନିର୍ଦ୍ଦେଶ ଦେଇଛି ଏନସିପିସିଆର । ପୋକ୍ସୋ ଆକ୍ଟରେ ତୁରନ୍ତ ତଦନ୍ତ କରିବା ପାଇଁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି ।