ଜଟଣୀ ଅଞ୍ଚଳରେ ପ୍ରଭୁ ଗଜାନନ ଗଣେଷଙ୍କ ପୂଜା ଯେମିତି ଧୁମଧାମରେ ପାଳନ ହେଉଛି, ଠିକ ସେହି ପରି ଭସାଣିକୁ ମଧ୍ୟ ଅତି ଉତ୍ସାହର ସହ ପାଳନ କରୁଛନ୍ତି ସହରଠୁ ଗାଁ ଗହଳିର ଯୁବକମାନେ । ବାଣ ଫୁଟାଇ ଡିଜେ ବଜାଇ ପ୍ରୋସେସନ କରି ଗଣେଶଙ୍କୁ ବିସର୍ଜନ ପାଇଁ ନେଉଛନ୍ତି ।
ତେବେ ଏଠି ପ୍ରଶ୍ନ ଉଠୁଛି ଜଟଣୀ ସହରରେ ହେବାକୁ ଥିବା ଗଣେଶ ମହୋତ୍ସବର ଭଷାଣି ଉତ୍ସବରେ ଏଭଳି ଅଘଟଣ ଘଟିବନି ତ ପୂଜା କମିଟି ଏବଂ ସ୍ଥାନୀୟ ପୋଲିସ ପ୍ରଶାସନ ଏହି ଘଟଣା ପ୍ରତି ସଜାଗ ରହିଛନ୍ତି ତ ।
ଆହୁରି ପଢନ୍ତୁ ଓଡିଶା ଖବର...