ଅଟୋ ମାଲିକଙ୍କ କହିବା କଥା ଅଟୋ ଚଲାଇ ସେ 5 ପ୍ରାଣୀଙ୍କ ପେଟ ପୋସୁଛନ୍ତି । ଦୁର୍ଘଟଣାର ଶିକାର ହୋଇ ତାଙ୍କର ଏକ ଭାଇ ଏବେ ଭିନ୍ନକ୍ଷମ । ଗତାକଲି ରାତିରେ ସେ ବେପାର ସାରି ଆଟୋ ଆଣି ଘରେ ରଖିଥିଲେ । ଆଉ ଝରକା ରଡକୁ ଅଟୋ ସହ ତାଲା ପକାଇ ଥିଲେ । ତାଙ୍କୁ ନିଦ ଲାଗିଯାଇଥିଲା । ହେଲେ ଘରେ ଅନ୍ୟ କେହି ଶୋଇନଥିଲେ । ଏତିକିବେଳେ କେହି ଜଣେ ଆସି ଗାଡି ଷ୍ଟାର୍ଟ କରି ଆଖିପିଛୁଳାକେ ଗାଡି ନେଇ ଚାଲିଯାଇଥିଲା ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।