ଗ୍ରାମବାସୀ ବୋଲଗଡ଼ ଅଗ୍ନିଶମ ବହିନୀକୁ ରାତିରେ ଖବର ଦେବାସହ ରାତିସାରା ପୋଖରୀ ଖୋଜାଖୋଜି କରିଥିଲେ କିନ୍ତୁ ପାଇନଥିଲେ । ସେହିପରି ଆଜି ସକାଳୁ ଖୋର୍ଦ୍ଧାରୁ ଗୋଟିଏ ଓଡ୍ରାଫ ଟିମ ସହ ବୋଲଗଡ ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରେ ଖୋଜା ଖୋଜି ଜାରି ରଖିଥିବା ବେଳେ କିଛି ସନ୍ଧାନ ମିଳିନଥିବା ସୂଚନା। ଏଥିସହିତ ସ୍ଥାନୀୟ ଧୀବର ପୋଖରୀରେ ଖୋଜାଖୋଜି କରୁଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ନିଖୋଜ ବାପି ସାମନ୍ତରାୟ ସନ୍ଧାନ ମିଳିପାରିନାହିଁ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।