ସେ ମୁକ୍ତ ଆକାଶର ବିହଙ୍ଗ। ଯାହା ସବୁ ଘଟିଗଲା ସେଥିପାଇଁ ପ୍ରକୃତି ୮/୧୦ ଦିନ ବିଚଳିତ ହୋଇ ରହିଥିଲା। ଜଣେ ବାପା ହିସାବରେ ଯାହା ଗାଇଡ୍ କରିବା କଥା କରିଛି। ଝିଅ ନିଜ ଟ୍ରାକକୁ ଫେରିଯାଇଥିବାରୁ ଖୁସି ଅଛନ୍ତି ମନ୍ମଥ ମିଶ୍ର। ଯେଉଁ ଘଟଣା ବିଚ୍ ରାସ୍ତାରେ ଘଟିଲା , ଆଉ ଥରେ ମୋତେ ଫୋନ୍ କରିଥିଲେ ହୁଏତ ତାହା ରୁଦ୍ଧ କୋଠରୀରେ ସମାଧାନ ହୋଇପାରିଥାନ୍ତା।
ତେବେ ଏ ବିଷୟରେ ମୁଁ ମୋ ଝିଅ ସହ କଥା ହୋଇଥିଲି ଏବଂ ବାବୁସାନଙ୍କ ସହ ମଧ୍ୟ କଥା ହୋଇଥିଲି । ତାଙ୍କ ଭିତରେ ସେମିତି କିଛି ନଥିବା ନେଇ କହିଥିଲେ। ଏଘଟଣାରେ ତୃପ୍ତି ପ୍ରତି ମୋର ସମବେଦନା ଅଛି। ସେ ବହୁତ ସହିଛି। ହେଲେ କ୍ଲାଇମାକ୍ସ ଭୁଲ୍ ହୋଇଗଲା ବୋଲି ମନ୍ମଥ ମିଶ୍ର କହିଛନ୍ତି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।