ଅଧିକ ପଢ଼ନ୍ତୁ: ନବରଙ୍ଗପୁର ଜିଲ୍ଲାରେ ରକ୍ତମୁଖା ମାଓବାଦୀ
ସହିଦ ଯବାନ ହେଲେ ଛତିଶଗଡ ଆର୍ମଡ ଫୋର୍ସ ର ଆସିଷ୍ଟାଣ୍ଡ ପ୍ଲାଟୁନ କମାଣ୍ଡର ବିଜୟ ଯାଦବ । ଏ ଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।
ଅର୍ଗସ ବ୍ୟୁରୋ: ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ଲାଲ ଆତଙ୍କ ଦେଖାଦେଇଛି । IED ବ୍ଲାଷ୍ଟରେ ଛତିଶଗଡ ଆର୍ମଡ ଫୋର୍ସର ଜଣେ ଯବାନ ସହିଦ ହୋଇଛନ୍ତି। ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀଙ୍କ ତାଣ୍ଡବଲୀଳା ଦେଖିବାକୁ ମିଳିଛି । ବିଜାପୁର ଅଂଚଳ ମିରତୁର ଥାନା ଅନ୍ତର୍ଗତ ତିମେନାରରେ IED ବ୍ଲାଷ୍ଟ ଯୋଗୁଁ ଜଣେ ଯବାନ ସହିଦ ହୋଇଛନ୍ତି । ସୂଚନା ମୁତାବକ ତିମେନାର ଅଂଚଳରେ ଚାଲିଥିବା ରାସ୍ତା କାମକୁ ସୁରକ୍ଷା ଦେବାପାଇଁ ଯବାନ ମାନେ ଯାଉଥିବା ସମୟରେ ଏତେପାଲ CAF କ୍ୟାମ୍ପର ମାତ୍ର 1 କିଲୋମିଟର ଦୂର ଜଙ୍ଗଲରେ ied ବ୍ଲାଷ୍ଟ ହୋଇଛି ।
ଅଧିକ ପଢ଼ନ୍ତୁ: ନବରଙ୍ଗପୁର ଜିଲ୍ଲାରେ ରକ୍ତମୁଖା ମାଓବାଦୀ
ସହିଦ ଯବାନ ହେଲେ ଛତିଶଗଡ ଆର୍ମଡ ଫୋର୍ସ ର ଆସିଷ୍ଟାଣ୍ଡ ପ୍ଲାଟୁନ କମାଣ୍ଡର ବିଜୟ ଯାଦବ । ଏ ଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।