କୋରାପୁଟ ବୈପାରୀଗୁଡା ଥାନା ଅଞ୍ଚଳରୁ ଦୁବାସୀକୁ ଗିରଫ କରାଯାଇଛି। ଆନ୍ଧ୍ର ଓଡିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଦୁବାସୀ ଶଙ୍କର । ବିଭିନ୍ନ ମାଓ ସଂଗଠନ ସହ ଦୁବାସୀଙ୍କ ସମ୍ପର୍କ ରହିଛି । ୨୦ ବର୍ଷରେ ଗିରଫ ମାଓବାଦୀଙ୍କ ମଧ୍ୟରେ ସବୁଠୁ ବଡ ନେତା ଦୁବାସୀ ଶଙ୍କର।
ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସୀ ଶଙ୍କର ଗିରଫ

ଅର୍ଗସ୍ ବ୍ୟୁରୋ : ମାଓ ଦମନରେ ଓଡିଶା ପୋଲିସକୁ ବଡ ସଫଳତା। ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସୀ ଶଙ୍କର ଗିରଫ । ମାଓ ସଂଗଠନର ଶୀର୍ଷ ନେତା ଥିଲା ଦୁବାସୀ ଶଙ୍କର। ଦୁବାସୀର ଗିରଫ ନେଇ ପୋଲିସ ଡିଜି ଅଭୟଙ୍କ ସୂଚନା।
Download Argus News App
