ପାରସାଲିର ଓପିଲିପି ଓ ପଞ୍ଚାୟତ କାର୍ଯ୍ୟାଳୟ କାନ୍ଥରେ ଲାଗିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି କି ଆଜି ସାଧାରଣତନ୍ତ୍ର ରୂପେ ନୁହଁ କଳା ଦିବସ ରୁପେ ପାଳନ କରିବା, କାରଣ ଏହି ଦିବସ ବ୍ରିଟିଶ ମାନେ ଆଇନ୍ କରିଥିଲେ। ଏହି ଗଣତନ୍ତ୍ର ଧନି ଲୋକଙ୍କ ପାଇଁ ଗରିବଙ୍କ ପାଇଁ ନୁହେଁ ବୋଲି ଦର୍ଶାଇ ଛନ୍ତି। ପୋଷ୍ଟର ଲାଗିବା ପରେ କୁମ୍ଭିଙ୍ଗ ଅପରେସନ କୁ ଜୋରଦାର କରିଥିବା ଜଣାପଡିଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
ଓଡିଶା ଖବର ଆହୁରି ପଢନ୍ତୁ