ସିନାପାଲି ସହର ର ଜଗନ୍ନାଥ ମନ୍ଦିର ରେ ପୂଜାର୍ଚନା ପରେ ସିନାପାଲି ବିଡିଓ ସର୍ବେଶ୍ୱର ଜାଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଗୋଟିଏ କିମି ରେ ଗୋଟିଏ ଜଣ ରହି ପତାକା କୁ ଧରି ସାମୁହିକ ଭାବେ ମାରାଥନ ଅନୁଷ୍ଠୀତ ହୋଇଥିଲା l ପରେ ବୋଡେ଼ନ ବ୍ଲକ ସୀମା ରେ ବୋଡେ଼ନ ବ୍ଲକ ପ୍ରଶାସନ ନେଇ ମାରାଥନ କାର୍ଯ୍ୟକ୍ରମ ଆଗେଇ ଚାଲିଥିଲା l
ଜିଲ୍ଲା ପ୍ରଶାସନ ଦ୍ୱାରା ନୂଆପଡା ଜିଲ୍ଲାରେ 100 କିମି ମାରାଥନ ଯାତ୍ରା

ଅର୍ଗସ ବ୍ୟୁରୋ : ଜିଲ୍ଲା ପ୍ରଶାସନ ଦ୍ୱାରା ନୂଆପଡା ଜିଲ୍ଲାରେ 100 କିମି ମାରାଥନ ଯାତ୍ରା l ହକି ବିଶ୍ୱକପ ପାଇଁ ନୂଆପଡା ଜିଲ୍ଲା ସିନାପାଲି ସହର ରୁ ନୂଆପଡା ପର୍ଯ୍ୟନ୍ତ 100 କିମି ମାରାଥନ ଯାତ୍ରା ଅନୁଷ୍ଠିତ ହୋଇଛି l
Download Argus News App
