Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ଟିକେଟ ପାଇଲେନି ବିଜେଡି ଛାଡ଼ିଦେଲେ
ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ଅରବିନ୍ଦ କେଜ୍ରିଓ୍ବାଲ
ଅର୍ଗସ ବ୍ୟୁରୋ: ଦିଲ୍ଲୀ ମଦ ନୀତି ମାମଲା। କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ। ଭିଡିଓ କନଫରେନ୍ସ ଜରିଆରେ ରାଉଜ ଏଭିନ୍ୟୁ କୋର୍ଟରେ ହାଜର ହେବେ। ଇଡିର ଅଭିଯୋଗ ମଦ ନୀତି ଲାଗୁ କରିବାରେ ବ୍ୟାପକ ଦୁର୍ନୀତି ହୋଇଛି। ଅଭିଯୋଗକୁ ଖଣ୍ଡନ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ଅଧିକ ପଢ଼ନ୍ତୁ ଭାରତ ଖବ
ଜୟସ୍ବାଲଙ୍କ ଶତକ ଦେଲା ରାଜସ୍ଥାନକୁ ବଡ଼ ବିଜୟ
ଅର୍ଗସ ବ୍ୟୁରୋ: ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ପଞ୍ଚମ ପରାଜୟ ଏବଂ ରାଜସ୍ଥାନ ରୟାଲ୍ସର ସପ୍ତମ ବିଜୟ। ସନ୍ଦୀପ ଶର୍ମାଙ୍କ ୫ ୱିକେଟ୍ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଜମାଣିଆ ଶତକ ବଳରେ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ରେ ବିଜୟ ଧାରା ଜାରି ରଖିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ ରାଜସ୍ତାନ ରୟାଲ୍ସ ୯ ଓ୍ବିକେଟରେ ମୁମ୍ବାଇକୁ ପରାସ୍ତ କରିଛି। ଯଶସ୍ବ