ସମସ୍ତ ସରକାରୀ ହସ୍ପିଟାଲରେ ଦିନକୁ 200 ଲୋକଙ୍କୁ ଭ୍ୟାକସିନ ପାଇଁ ଟାର୍ଗେଟ ଦିଆଯାଇଛି । ସେଥିପାଇଁ ପ୍ରତି ହସ୍ପିଟାଲରେ 2ଟା ଭ୍ୟାକ୍ସିନେଟର ଟିମ ଆୟୋଜନ କରାଯାଇଛି । ସେହିପରି ପ୍ରାଇଭେଟ ହସ୍ପିଟାଲରେ ମୋବିଲାଇ ଜେସନ 30 ପ୍ରତିଶତରୁ 50ପ୍ରତିଶତକୁ ବଢାଇ ଦିଆଯାଇଛି । କାଲିଠୁ ଭୁବନେଶ୍ୱରର 24ଟି ସରକାରୀ ଏବଂ 31 ପ୍ରାଇଭେଟ ହସ୍ପିଟାଲରେ ଟୀକାକରଣ କରାଯିବ ।
ଆଜିଠୁ ମାସିଭ ଭ୍ୟାକ୍ସିନେସନ ଆରମ୍ଭ

ଭୁବନେଶ୍ୱର: ଆଜିଠୁ ମାସିଭ ଭ୍ୟାକ୍ସିନେସନ ଆରମ୍ଭ । 45 ବର୍ଷ ଓ ତାଠୁ ଅଧିକ ବୟସ ବ୍ୟକ୍ତିନେବେ ଟିକା । 3ଟି ଜୋନରେ ଜେଡିସିମାନେ ତାଲିକା ପ୍ରସ୍ତୁତ କରିଛନ୍ତି । ବିଶେଷ କରି ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଷ୍ଟ୍ରିଟ ଭେଣ୍ଡର, ସେଲୁନ, ଗୁପଚୁପ ଦୋକାନୀ, ଶିକ୍ଷକମାନଙ୍କୁ ଟିକା ଦିଆଯିବ । ପାଖାପାଖି 20 ହଜାରରୁ ଅଧିକ ଲୋକଙ୍କ ଲିଷ୍ଟ ପ୍ରସ୍ତୁତ କରିଛି ବିଏମସି ।
Download Argus News App
