ଘୋଡ଼ା ଯେଉଁଠି ରହିଛି, ସେଇଠି ରହିବା ନେଇ ନିଷ୍ପତ୍ତି ହୋଇଛି । ପ୍ରଥମେ ଘୋଡ଼ା ହଟିବା ଜାଣିବା ପରେ ଅସନ୍ତୋଷ ପ୍ରକାଶ ସହ ଘୋଡାକୁ ହଟାଇବାକୁ ଦେବୁ ନାହିଁ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ ।
ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟି ସେ ଦାବି ଜଣାଇଥିଲେ । ଏହାପରେ ବିଭିନ୍ନ ମହଲରୁ ଘୋଡା ନହଟାଇବାକୁ ଦାବି ଉଠିଥିଲା ।