ଅଧିକ ଦେଖନ୍ତୁ ଭିଡିଓ :ନବରଙ୍ଗପୁର ଜିଲ୍ଲାରେ ଦଶମ ଶ୍ରେଣୀ ପରୀକ୍ଷାର ପ୍ରଶ୍ନପତ୍ର ଭାଇରଲ
ଏପରିକି ପରିକ୍ଷା ସକାଳ ୮ଟାରେ ଆରମ୍ଭ ହେଉଥିବାବେଳେ ସକାଳ ୭.୩୦ରେ ମାଟ୍ରିକ ପ୍ରଶ୍ନପତ୍ର ମୋବାଇଲ ରୁ ମୋବାଇଲ ଘୁରିବୁଲୁଛି। ଆଜି ଇତିହାସ ଓ ରାଜନୀତି ବିଷୟ ପରିକ୍ଷା ପ୍ରଶ୍ନପତ୍ର ବଲାଙ୍ଗୀରରେ ଲିକ୍ ହୋଇଛି। ଫଳରେ ଚଳିତବର୍ଷ ପରିକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ପ୍ରଶ୍ନପତ୍ର ଲିକ୍ କରିଥିବା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ହେବ।
ଅଧିକ ପଢନ୍ତୁ : ମାଟ୍ରିକ ପରୀକ୍ଷା ଅନିୟମିତତାକୁ ନେଇ ନିଳମ୍ବିତ ହେଲେ