ଶବ ବ୍ୟବଚ୍ଛେଦ ପାଇଁ ଆସୁଥିବା ଲୋକେ ଏହି ସେଣ୍ଟର ରେ ତ୍ୱରିତ ଆଇନ ଗତ ସାହାଯ୍ୟ ପାଇ ପାରିବେ । ସେହିପରି କୌଣସି ଦୁର୍ଘଟଣା ଜନିତ ରୋଗୀ ଗୁରୁତର ଅବସ୍ଥାରେ ମେଡିକାଲ ଆସିଲେ ପୋଲିସ ଦ୍ୱାରା କରାଯାଉଥିବା ଆଇନଗତ କାର୍ଯ୍ୟ ଏଠାରେ ସହଜରେ ହୋଇପାରିବ । ରାଜ୍ୟର ବିଭିନ୍ନ ମେଡ଼ିକାଲରେ ଏଭଳି ସମସ୍ୟା ଉପୁଜୁଥିବାବେଳେ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ସାଂସଦ ।
ଆହୁରି ପଢନ୍ତୁ ଓଡିଶା ଖବର...