ଅଧିକ ପଢନ୍ତୁ ଓଡ଼ିଶା ନ୍ୟୁଜ
ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏହି ପ୍ରସ୍ତୁତି ବୈଠକ ହୋଇଥିବା ବେଳେ ମା'ବୈଷ୍ଣଦେବୀ ପରିବାରର ସଭାପତି ଶ୍ରୀକାନ୍ତ ସାହୁ ଅତିଥ୍ ଭାବେ ଯୋଗ ଦେଇ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତାଙ୍କୁ ସମ୍ବନ୍ଧିତ କରିଥିଲେ । ଆସନ୍ତା ମାର୍ଚ୍ଚ ୨୬ରୁ ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।