Samaj Seba : "ହରିହରାନନ୍ଦ ବାଳାଶ୍ରମ"
କରୋନା କଟକଣା ମଧ୍ୟରେ ସରିଲା ମାଟ୍ରିକ ମୂଲ୍ୟାୟନ
ଅର୍ଗସ ବ୍ୟୁରୋ : କରୋନା କଟକଣା ମଧ୍ୟରେ ସରିଲା ମାଟ୍ରିକ ମୂଲ୍ୟାୟନ। ଜୁଲାଇ 31 ଭିତରେ ମାଟ୍ରିକ ଫଳାଫଳ ବାହାରିବ। ବର୍ତ୍ତମାନ ଡାଟା ଟାବୁଲେସନ ଚାଲିଛି ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।
ସେ କହିଛନ୍ତି ଯେ, ଯୁକ୍ତ ଦୁଇ ମୂଲ୍ୟାୟନ ନେଇ ସମସ୍ୟା ରହୁଛି। 20 ଜିଲ୍ଲାରେ ସଟ ଡାଉନ ପାଇଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ର ଆସି ପାରୁନାହାନ୍ତି। ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିବୁ। ଜିଲ୍ଲାପାଳମାନଙ୍କୁ ଅବଗତ କରେଇବେ କିପରି ମୂଲ୍ୟାୟନ ଠିକ ଭାବେ ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।
ଶଙ୍କରପୁରରେ ସିଏମସିର ଚଢଉ

କଟକ: ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍ । କଟକ ଶଙ୍କରପୁରରେ ଚଢଉ କଲା ସିଏମସିର ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ । ଘର ଆଗରେ ଡମ୍ପିଂ ୟାର୍ଡ ରହିଥିବାବେଳେ, ଘର ବାହାରେ ଚାଲିଛି ଗୁପଚୁପ୍ ତିଆରି । ଏହାସହ ଗୁପଚୁପ୍ ତିଆରି ବ୍ୟବହାର ହେଉଥିବା ପାଣି ଅତ୍ୟନ୍ତ ଅପରିସ୍କାର, ଗୁପଚୁପ ତିଆରି ହେଉଥିବା ତେଲ ମଧ୍ୟ ପୋଡା । ଏହାସହ ଗୁପଚୁପରେ ବ୍ୟବହା
Download Argus News App
