ପଲେଇ ପଂଚାୟତରେ ପାଠାଗାର ସମେତ ରାମ ଚନ୍ଦ୍ର ବିଦ୍ୟାପୀଠ ସମେତ ସ୍ଵଚ୍ଚ ଭାରତ ଅଭିଯାନରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ଯାହାର ପ୍ରତିବାଦରେ ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି ।
ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଧାରଣା

ଅର୍ଗସ ବ୍ୟୁରୋ : କେନ୍ଦ୍ରାପଡ଼ା ଜିଲ୍ଲାରେ ମନୋରେଗା ମହାଦୁର୍ନୀତି ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଧାରଣା । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପଲେଇ ପଂଚାୟତର ସାଧାରଣ ଜନତା ଅହରହ ଅନଶନରେ ରହି ପ୍ରତିବାଦ କରିଛନ୍ତି ।
Download Argus News App
