ଓଡିଶା ପାଇଁ ନୂଆ ନୂଆ ପ୍ରକଳ୍ପ ଭେଟି ଦେଉଛନ୍ତି ମୋଦି ସରକାର
ଏପ୍ରିଲରୁ ସ୍କୁଲରେ ପୁଣି ଆରମ୍ଭ ହେବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ଵର : ଏପ୍ରିଲରୁ ମଧ୍ୟାହ୍ନ ଭୋଜନ। ଏପ୍ରିଲ ମାସରୁ ସ୍କୁଲରେ ଆରମ୍ଭ ହେବ ପୁନଶ୍ଚ ମିଡ ଡେ ମିଲର ପ୍ରକ୍ରିୟା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଖାଇପାରିବେ ମିଲ। ଗଣ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଗାଇଡ଼ଲାଇନ ଆସିଛି। କୋଭିଡ ପାଇଁ ସ୍କୁଲରେ ମଧ୍ୟାହ୍ନ ଭୋଜନ ବନ୍ଦ ଥିଲା। ତେବେ କୋଭିଡ ନିୟମ ପାଳନ କରି ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ।
Download Argus News App
