ଯେଉଁ ଜନପ୍ରତିନିଧିମାନେ ସେଠାକୁ ଯାଇଛନ୍ତି ସେମାନେ ତାଙ୍କ ଆତ୍ମ ସମ୍ମାନ ପାଇଁ ପଦକ୍ଷେପ ନେବା ଉଚିତ । ଯଦି ତାଙ୍କର ପଦବୀ ଦରକାର ତା ହେଲେ ଆତ୍ମସମ୍ମାନ କିମ୍ବା ଗାରିମାକୁ ବଳି ପକେଇ ଦେବେ । ତାହା ତାଙ୍କ ଦଳୀୟ କଥା । ସେଥିରେ କିଛି କହିବାର ନାହିଁ ।
ବର୍ତ୍ତମାନ ରାଜ୍ୟରେ ଜଣେ ବ୍ୟକ୍ତି ସବୁ ନିଷ୍ପତ୍ତି ନେଉଛନ୍ତି । ସବୁଠି ବୁଲୁଛନ୍ତି । ସେ ଦୁବାଇ ବି ଯାଉଛନ୍ତି । ମନ୍ଦିର ବି ଯାଉଛନ୍ତି । ଗୋଟିଏ ଲୋକ ପରିଧିରେ ସମସ୍ତେ ବୁଲୁଛନ୍ତି । ଗାଡିରେ ସଚିବ ବସୁଛନ୍ତି । ଆଉ ନେତା ମନ୍ତ୍ରୀ ତାଙ୍କୁ ନମସ୍କାର କରୁଛନ୍ତି । ଆଉ ଏଠି କ'ଣ କୁହାଯାଇପାରେ ।
ଆହୁରି ପଢନ୍ତୁ ଓଡିଶା ଖବର...