ସୂଚନା ଥାଉ କି, ୨୦୧୪ ମସିହାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତାଲ ଥାନା କ୍ରିଷ୍ଣାନନ୍ଦପୁର ଅଞ୍ଚଳର ଜଣେ ନାବାଳିକା ଚକୋଲେଟ କିଣି ଘରକୁ ଫେରୁଥିବାବେଳେ ତାଙ୍କୁ ପ୍ରାୟ ୪ଜଣ ଯୁବକ ଉଠାଇନେଇ ଗଣବଳାତ୍କାର କରି ପରେ ଉକ୍ତ ନାବାଳିକାଙ୍କୁ ହତ୍ୟା ମଧ୍ୟ କରିଥିଲେ। ୨ ଦୋଷୀ ହେଲେ ସେକ ଆସିଫ ଓ ସେକ ଅକିଲ। ଅନ୍ୟ ୨ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଛି କୋର୍ଟ।
ଅପରାଧ ଖବର ଆହୁରି ପଢନ୍ତୁ