ଅଧିକ ପଢନ୍ତୁ: ନାବାଳିକାକୁ ଗଣବଳାତ୍କାର କଲେ ୩ ଯୁବକ
ବାହାଘର ଭୋଜି ଚାଲିଥିବା ବେଳେ କ୍ଲବ ଘର ପଛପଟେ ଅଞ୍ଜନ ନାବାଳିକାକୁ କୁରକୁରେ ଖାଇବାକୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ଉଭୟଙ୍କୁ ଡାକ୍ତରୀମାଇନା କରି ଅଭିଯୁକ୍ତକୁ ପୋକ୍ସ୍ ଆକ୍ଟ ରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ।
ଅପରାଧ ନ୍ୟୁଜ ଆହୁରି ପଢନ୍ତୁ