ହେଲେ ସେ ଆଉ ଘରକୁ ଫେରି ନ ଥିଲା । ଏ ନେଇ ସ୍ତ୍ରୀ ସୁବୁନି ଗୁୟା ଗତ 6 ତାରିଖ ଦିନ ଜଶିପୁର ଥାନାରେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଗତକାଲି ଧନେଶ୍ବରର ମୃତ ଦେହ ନିୟୁତି ପଞ୍ଚାୟତ ଝାରବେଡା ଡ୍ୟାମ ପାଖ ଘାଗର ନାଳରେ ଦେଖିବାକୁ ମିଳିଥିଲା । ଜଶୀପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।
ଆଜବେଷ୍ଟ କିଣିବାକୁ ଯାଇ ନିଖୋଜ ଥିଲେ ବ୍ୟକ୍ତି
ଶଙ୍କରପୁରରେ ସିଏମସିର ଚଢଉ

କଟକ: ଅସ୍ଵାସ୍ଥ୍ୟକର ପରିବେଶରେ ତିଆରି ହେଉଛି ଗୁପଚୁପ୍ । କଟକ ଶଙ୍କରପୁରରେ ଚଢଉ କଲା ସିଏମସିର ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ । ଘର ଆଗରେ ଡମ୍ପିଂ ୟାର୍ଡ ରହିଥିବାବେଳେ, ଘର ବାହାରେ ଚାଲିଛି ଗୁପଚୁପ୍ ତିଆରି । ଏହାସହ ଗୁପଚୁପ୍ ତିଆରି ବ୍ୟବହାର ହେଉଥିବା ପାଣି ଅତ୍ୟନ୍ତ ଅପରିସ୍କାର, ଗୁପଚୁପ ତିଆରି ହେଉଥିବା ତେଲ ମଧ୍ୟ ପୋଡା । ଏହାସହ ଗୁପଚୁପରେ ବ୍ୟବହା
Download Argus News App
