ଖଣି କାରବାରରେ ତାଙ୍କ ସମ୍ପୃକ୍ତିକୁ ନେଇ ଗତ ସପ୍ତାହରେ ଇଡିରେ ହାଜର ହୋଇ ପକ୍ଷ ରଖିଥିଲେ ବ୍ରଜ । ତେବେ ଜେରା ବେଳେ ବ୍ରଜ ପ୍ରଧାନ ଆବଶ୍ୟକ କାଗଜପତ୍ର ଦାଖଲ କରି ପାରିନଥିବା ସୂଚନା ମିଳିଥିଲା ତେଣୁ ଆଜି ସେ ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଥିବା ଜଣାପଡିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ପୁଣି ଇଡି ଅଫିସରେ ହାଜର ହେଲେ ତାଳଚେର ବିଧାୟକ ବ୍ରଜ ପ୍ରଧାନ । ଦ୍ଵିତୀୟ ଥର ପାଇଁ ଇଡି ଅଫିସରେ ହାଜର ହେଲେ ବ୍ରଜ ପ୍ରଧାନ । ଖଣି ସମ୍ପର୍କିତ ମାମଲାରେ ପଚରାଉଚରା ପାଇଁ ଆଜି ବ୍ରଜ ପ୍ରଧାନ ପୁଣି ଇଡି ଅଫିସରେ ହାଜର ହୋଇଥିବା ଦେଖିବାକୁ ମିଳିଥିଲା ।