ପାପଡ଼ାହାଣ୍ଡି ବ୍ଲକର ଜୋନ୍-୨ କଣ୍ଟାମାଳ ରଣ୍ଡାଗୁଡ଼ା ଗାଁରେ ବିରୋଧ । ଗାଡ଼ିରେ ରଖିଥିଲେ ଶାଢ଼ି ଓ ଲୁଙ୍ଗି, ଲୋକଙ୍କୁ ବାଣ୍ଟିଥାନ୍ତେ । ବାଣ୍ଟିବା ପୂର୍ବରୁ ଶାଢ଼ି ଓ ଲୁଙ୍ଗି ଭର୍ତ୍ତି ଗାଡ଼ିକୁ ଅଟକ ରଖିଲେ ଲୋକେ । ଖୁଲମଖୁଲା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ। ଘଟଣାସ୍ଥଳରେ ମଇଦଲପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।
ବିଧାୟକ ବାଣ୍ଟିଥାନ୍ତେ ଲୁଙ୍ଗି, ଶାଢ଼ି; ଘେରିଦେଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ : ବିଧାୟକ ବାଣ୍ଟିଥାନ୍ତେ ଲୁଙ୍ଗି, ଶାଢ଼ି । ତେବେ ବାଣ୍ଟିବା ପୂର୍ବରୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ବିରୋଧ । ବିଧାୟକଙ୍କ ଗାଡ଼ିକୁ ଅଟକ ରଖି ବିରୋଧ କଲେ ଶତାଧିକ ଗ୍ରାମବାସୀ ।
Download Argus News App
