ତେବେ ପାକ୍ସରେ କଟନୀ ଛଟନୀ ହେଉଥିବା ବେଳେ ମିଲର୍ସ ମାନେ ଚାଷୀଙ୍କ ଠାରୁ ଧାନ କିଣୁ ଥିବା ବିଧାୟକ କହିଛନ୍ତି । କଟନୀ ଛଟଣୀ ବନ୍ଦ କରିବା ଦାବି କରି ତୁରେକେଲା-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତା ବିଧାୟକ ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ କୌଣସି ଅଧିକାରୀ ପହଞ୍ଚିବେ ନାହିଁ ରାସ୍ତା ରୋକ ହଟିବ ନାହିଁ ବୋଲି ବିଧାୟକ ଜିଦରେ ଅଟଳ ଅଛନ୍ତି । ଏଥିରେ ବହୁ ଚାଷୀ ମାନେ ସାମିଲ ହୋଇଛନ୍ତି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।