ହାଇଡ୍ରା ସହିତ ବିଧାୟକଙ୍କ ଫର୍ଚୁନର କାର ଧକ୍କା । ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଧାୟକଙ୍କ ସହିତ ୩ଜଣ ସହଯୋଗୀ । ସ୍ଥାନୀୟ ଲୋକମାନେ ବିଧାୟକକୁ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଉଦ୍ଧାର କରିଥିବା ସୂଚନା । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସହଯୋଗରେ ଅନ୍ୟ ଏକ ଗାଡ଼ିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ସଂନ୍ଧ୍ୟା ୭ ଟାରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଭୁବନେଶ୍ୱରରେ ମିଟିଙ୍ଗ ଥିବା ସୂଚନା । ତେବେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିବାରୁ ବହୁତ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଅଧିକ ପଢନ୍ତୁ ଓଡିଶା ଖବର