କିନ୍ତୁ ନିର୍ମାଣର ଦୁଇ ମାସ ପରେ ରାସ୍ତାର ଅବସ୍ଥା ଶୋଚନୀୟ। କେଉଁଠି ରାସ୍ତା ଫାଟି ଆଁ କରିଛି ତ ଆଉ କେଉଁଠି ରାସ୍ତା ଫାଟି ଗଳି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ସ୍ଥାନୀୟ ପଧାନୀ ସରପଞ୍ଚ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କହିଛନ୍ତି କାମ ପୂର୍ବରୁ କାମ ହୋଇଥିଲା । ଯେଉଁଠି ରାସ୍ତା ଫାଟିଛି ଖୁବଶୀଘ୍ର ତା'ର ମରାମତି କରାଯିବ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।