ପୁରୀ ପୌରାଞ୍ଚଳ ଅଧୀନରେ ଆଦାୟ ହେବ ୟୁଜର ଫି।
କାବୁ ହେଲା ଦନ୍ତା

ଅର୍ଗସ ବ୍ୟୁରୋ : କାବୁ ହେଲା ଦନ୍ତା ମାଙ୍କଡ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିଜିପୁର ଗ୍ରାମରେ ଦୀର୍ଘ ୧୫ ଦିନ ଧରି ଗାଁରେ ୨୦ରୁ ଉର୍ଦ୍ଧ ଲୋକଙ୍କୁ ଆକ୍ରମଣ କରିବା ସହ କାମୁଡି କ୍ଷତାକ୍ତ କରିଥିବା ଦନ୍ତା ମାଙ୍କଡକୁ ଆଜି ଶେଷରେ କବୁ କରିବାରେ ସଫଳ ହୋଇଛି ବନ ବିଭାଗ । ତେବେ ଆଜି ସନ୍ଧ୍ୟାରେ ଏହା ଦନ୍ତା ମାଙ୍କଡକୁ ଧରି ବନ ବିଭାଗ ଏକ ପିଞ୍ଜରାରେ ନେଇ ଅନ୍ୟତ୍ର ଛାଡ଼ିବାର ସୁଚନା ମିଳିଛି।
Download Argus News App
