ତେବେ ଆଜି ପ୍ରଶ୍ନକାଳରେ ମହିଳା ଓ ଶିଶୁ ବିକାଶ,ବିଜ୍ଞାନ ଓ କାରିଗରୀ,ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ମିଶନ୍ ଶକ୍ତି,ସାଧାରଣ ଉଦ୍ୟୋଗ ପରି 7 ଟି ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୂନ୍ୟକାଳରେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ ।
ବିଧାନସଭା ମୌସୁମୀ ଅଧିବେଶନର ଚର୍ତୁର୍ଥ ଦିନ, 7 ଟି ବିଭାଗର ରହିଛି ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜି ବିଧାନସଭା ମୌସୁମୀ ଅଧିବେଶନର ଚର୍ତୁର୍ଥ ଦିନ । ଗୃହ କାର୍ଯ୍ୟ ସରଗରମ ହେବ ନା ସ୍ୱଭାବିକ ରହିବ ତାହା ଉପରେ ନଜର ।
Download Argus News App
